top of page
Archive:
Books:
“BIRALA BYOKTITWA” (ବିରଳ ବ୍ୟକ୍ତିତ୍ଵ) book was printed and published on the occasion of the 15th death anniversary of renowned journalist and eminent freedom fighter Laxmichandra Das on 11.09.2000. The book was launched by the then Collector and District Magistrate, Sri Santosh Sarangi, IAS at a function held in the district headquarters town of Nabarangpur, Odisha on the day. The book was published by ‘Biplabi Laxmichandra Das Press Club’, Nabarangpur.
After 24 years, we are relaunching the book “BIRALA BYOKTITWA” (ବିରଳ ବ୍ୟକ୍ତିତ୍ଵ) in digital version today. The book is now available for reading on our web site Janasakha.com. It is in PDF format and can be downloaded.
୧୧.୯.୨୦୦୦ରେ ପ୍ରକ୍ଷାତ ସମ୍ବାଦିକ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀଚନ୍ଦ୍ର ଦାସଙ୍କ ୧୫ତମ ତିରୋଧାନ ବାର୍ଷିକୀ ପାଳନ ଅବସରରେ “ବିରଳ ବ୍ୟକ୍ତିତ୍ବ ” ପୁସ୍ତକ ମୁଦ୍ରିତ ହୋଇ ପ୍ରକାଶିତ ହୋଇଥିଲା । ସେହି ଦିନ ନବରଙ୍ଗପୁର ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ତତ୍କାଳୀନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ସନ୍ତୋଷ ଷଡଙ୍ଗୀ , ଆଇ. ଏ. ଏସ୍. ଙ୍କ ଦ୍ୱାରା ଏହି ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହି ପୁସ୍ତକ ନବରଙ୍ଗପୁରର ‘ବିପ୍ଳବୀ ଲକ୍ଷ୍ମୀଚନ୍ଦ୍ର ଦାସ ପ୍ରେସ କ୍ଲବ’ ଦ୍ୱାରା ପ୍ରକାଶିତ ହୋଇଥିଲା ।
ଆଜି ଅଗଷ୍ଠ ୯ ତାରିଖ । ୧୯୪୨ ମସିହା ଏହି ଦିନ ବ୍ରିଟିଶ ସରକାର ବିରୁଦ୍ଧରେ ‘ଭାରତ ଛାଡ’ ଆନ୍ଦୋଳନ ଦେଶ ସାରା ଆରମ୍ଭ ହୋଇଥିଲା । ଏହି ସ୍ମରଣୀୟ ଦିବସରେ ଆଜି, ୨୪ ବର୍ଷ ପରେ, ଆମେ ଡିଜିଟାଲ୍ ସଂସ୍କରଣରେ “ବିରଳ ବ୍ୟକ୍ତିତ୍ବ ” ପୁସ୍ତକକୁ ପୁଣି ଉପସ୍ଥାପନ କରୁଛୁ | ଏହି ପୁସ୍ତକଟି ବର୍ତ୍ତମାନ ଆମର ୱେବସାଇଟ୍ Janasakha.com ରେ ପଢିବା ପାଇଁ ଉପଲବ୍ଧ । ଏହା PDF ଫର୍ମାଟରେ ଅଛି ଏବଂ ଡାଉନଲୋଡ୍ ହୋଇପାରିବ ।
bottom of page